ମୋଦି ବନାମ ରାହୁଲ୍ : ରାହୁଲଙ୍କ କ୍ରମାଗତ ହମଲା ପରେ ମୋଦି କଲେ କଟାକ୍ଷ

14

କନକ ବ୍ୟୁରୋ : ବିମୁଦ୍ରାକରଣକୁ ନେଇ ଜାରି ରହିଛି ମୋଦି ବନାମ ରାହୁଲ ଗାନ୍ଧୀ । କଂଗ୍ରେସ ଉପାଧ୍ୟକ୍ଷଙ୍କ ବାରମ୍ବାର ଅଭିଯୋଗ ପରେ ଆଜି ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ରାହୁଲ କଥା କହିବା ଶିଖିଯାଇଥିବାରୁ ସେ ଖୁସି । ସେପଟେ ମୋଦିଙ୍କ ବାଣକୁ କାଉଁଟର କରିଛନ୍ତି ରାହୁଲ । କହିଛନ୍ତି, ମଜାକ୍ ଉଡାଅ କିନ୍ତୁ ପ୍ରଶ୍ନର ଉତର ଦିଅ ।