ଓଡିଶା ଆସିବା ପାଇଁ ବ୍ୟଗ୍ର ପ୍ରଧାନମନ୍ତ୍ରୀ ! ଟୁଇଟ କରି ପଣା ସଂକ୍ରାନ୍ତି ଓ ନବବର୍ଷ ପାଇଁ ଓଡିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

2

କନକ ବ୍ୟୁରୋ : ଓଡିଶା ଆସିବା ପାଇଁ ବ୍ୟଗ୍ର ପ୍ରଧାନମନ୍ତ୍ରୀ । ଓଡିଆ ନବବର୍ଷ ଉପଲକ୍ଷେ ଓଡିଶାବୀସୀଙ୍କୁ ଶୁଭେଚ୍ଛା ଜଣାଇ ଏଭଳି ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଓଡିଶା ଗସ୍ତକୁ ସେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ୧୫ ଓ ୧୬ରେ ଓଡିଶା ଭଳି ଏକ ସୁନ୍ଦର ଓ ଚମତ୍କାର ରାଜ୍ୟର ଲୋକଙ୍କ ସହ ମିଶିବା ଓ କଥା ହେବା ପାଇଁ ମୋଦି ବ୍ୟଗ୍ର ବୋଲି ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି । ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନିବବର୍ଷରେ ସମଗ୍ର ଓଡିଆଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.