୧ ଟଙ୍କାରେ ମୋଦି ଚା’ !

18

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ଅଂଚଳବାସୀ ଉତ୍ସାହିତ ହୋଇଛନ୍ତି । ଏହି ଅବସରରେ ବଢେଇ ବାଙ୍କ ଛକରେ ଦୀର୍ଘ ୧୦ ବର୍ଷ ଧରି ମୋଦିଙ୍କ ଚା’ ନାଁରେ ୨ ଟଙ୍କାରେ ବିକ୍ରି କରିଆସୁଛନ୍ତି ଜଣେ ଚା’ ଦୋକାନୀ । ତେବେ ଏହି ଚା’ ଦୋକାନୀ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନ ଆସିକା ପିତ୍ତଳ ଗ୍ରାମର ଜଳନ୍ଧର ପଣ୍ଡା ।

ତେବେ ଜଳନ୍ଧର ମୋଦିଙ୍କ ଗସ୍ତ ଦିନମାନଙ୍କରେ ଦୁଇ ଟଙ୍କା ବଦଳରେ ୧ ଟଙ୍କାରେ ଚା’ ବିକ୍ରି କରିବେ ବୋଲି କହିଛନ୍ତି ।