ଓଡିଶା ହେଲା କଂଗ୍ରେସ ମୁକ୍ତ : ଉତ୍ତରପ୍ରଦେଶରେ ମୋଦିଙ୍କ ଉଦବୋଧନ

27

କନକ ବ୍ୟୁରୋ : ଓଡିଶାରେ ହୋଇଥିବା ପଂଚାୟତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ ମୋଦି ମୁହଁ ଖୋଲିଛନ୍ତି । ମୋଦି କହିଛନ୍ତି ଯେ ଓଡିଶାରେ କଂଗ୍ରେସ ସଫା ହୋଇଯାଇଛି । ଉତ୍ତରପ୍ରଦେଶର ଏକ ନିର୍ବାଚନୀ ସଭାରେ ଯୋଗଦେଇ ମୋଦି ଏହା କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।