ପ୍ରଧାନମନ୍ତ୍ରୀଙ୍କୁ ଛୁଇଁଲା ଗରିବ ଓଡିଆ ଝିଅର ଦୁଃଖଭରା ଚିଠି ! ପ୍ରିୟବତୀଙ୍କ ବାହାଘର ପାଇଁ ମୋଦି ବଢାଇଲେ ସହାୟତର ହାତ

46

କନକ ବ୍ୟୁରୋ : ମୋଦିଙ୍କ ଗରିବ ଓଡିଶା ମନ୍ତବ୍ୟ ସୃଷ୍ଟି କାରିଥିଲା ରାଜୈନିତକ ଝଡ । ଏବେ ଜଣେ ଗରିବ ଓଡିଆ ଝିଅର ବାହାଘର ପାଇଁ ପ୍ରଧାନମନ୍ତ୍ରୀଙ୍କ ଦରଦକୁ ନେଇ ବେଶ ଚର୍ଚ୍ଚା ହୋଇଛି । ଗରିବ ଓଡିଆ ଝିଅର ବାହାଘର ପାଇଁ ସହାୟତର ହାତ ବଢାଇଛି ପ୍ରଧାନମନ୍ତ୍ରୀଙ୍କ ଦପ୍ତର । ଆର୍ଥକି ଅନାଟନ ଯୋଗୁଁ ବାହା ହୋଇ ପାରୁନଥିବା ପ୍ରିୟବତୀ ନିଜର କରୁଣ କାହାଣୀ ଜଣାଇଥିଲା ଉଭୟ ମୋଦି ଓ ନବୀନଙ୍କୁ । ହେଲେ ନବୀନଙ୍କ ପକ୍ଷରୁ କୌଣସି ଉତର ଆସିନଥିଲା । ଆଉ ତତ୍ପରତା ଦେଖାଇଥିଲେ ପ୍ରଧାନମନ୍ତ୍ରୀ । ଆସନ୍ତା ୨୪ ତାରିଖରେ ପ୍ରିୟବତୀଙ୍କ ହାତରେ ଲାଗିବ ମେହେନ୍ଦୀ ।