ରାଜରାସ୍ତାରେ ମୋଦି-ଜନତା ଭେଟ୍ ଘାଟ! ପ୍ରଟୋକଲ ଭାଙ୍ଗି କାର ଭିତରୁ ବାହାରି ଆସିିଲେ ମୋଦି

0

କନକ ବ୍ୟୁରୋ : ରାଜରାସ୍ତାରେ ମୋଦି । ରାଜରାସ୍ତାରେ ମୋଦି-ଜନତା ଭେଟ୍ ଘାଟ । ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲେ । ଠିକ୍ ସେତିକି ବେଳେ କ୍ୟାମେରାରେ କଏଦ ହୋଇଥିଲା ଏକ ଦୃଶ୍ୟ ।
ଅପେକ୍ଷାର ଜନତାଙ୍କ ପାଖକୁ ଧାଈଁ ଆସିଥିଲେ ମୋଦି । ପାଖାପାଖି ୩ ଶହରୁ ୪ ଶହ ମିଟର୍ ଯାଏଁ ଚାଲି ଚାଲି ଲୋକଙ୍କ ପାଖକୁ ଆସି ଜନତାଙ୍କ ଅଭିବାଦନ ଗ୍ରହଣ କରିଥିଲେ । ପ୍ରଟୋକଲ ଭାଙ୍ଗି କାର ଭିତରୁ ବାହାରି ଆସିଥିଲେ ମୋଦି ।

Comments are closed.