ଭିଆଇପିଙ୍କୁ ନାଲିବତି ମନା ! କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

37

କନକ ବ୍ୟୁରୋ : ଭିଆଇପି ଓ ଭିଭିଆଇପିଙ୍କୁ ନାଲିବତି ମନା । ମେ’ ପହିଲାରୁ ନାଲିବତି ଗାଡି ଚଢିପାରିବେନି କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ । ଆଜି ଏନେଇ କେନ୍ଦ୍ର କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । କେବଳ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି ଓ ପ୍ରଧାନ ବିଚାରପତି ନାଲିବତି ଗାଡି ବ୍ୟବହାର କରିପାରିବେ ।