ଭୁବନେଶ୍ୱର :୨ମୋବାଇଲ ଚୋରଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ, ୧୩ ଟି ଦାମୀ ମୋବାଇଲ୍ ଉଦ୍ଧାର

21

କନକ ବ୍ୟୁରୋ : ଦୁଇଜଣ ମୋବାଇଲ ଚୋରଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଦୁଇଜଣଙ୍କ ଠାରୁ ୧୩ ଟି ଦାମୀ ମୋବାଇଲକୁ ପୋଲିସ ଉଦ୍ଧାର କରିଛି । ପୁରୀ ଅଚଂଳର ଆକାଶ ମିଶ୍ର ଓ ରାଜେଶ ସାମନ୍ତରାୟ ଭୁବନେଶ୍ୱର ଉପକଂଠ କଳାରାହାଙ୍ଗ ଠାରେ ଥିବା ଆର୍ଯ୍ୟ ନିଳୟ ଆପାର୍ଟମେଂଟରେ ରହୁଥିଲେ । ରାଜଧାନୀର ବିଭିନ୍ନ ଅଂଚଳରୁ ସେମାନେ ମୋବାଇଲ ଚୋରି କରୁଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ।