ଶ୍ରୀମନ୍ଦିର ଭିତରୁ ମୋବାଇଲ ଜବତ !

28

କନକ ବ୍ୟୁରୋ : ବାରମ୍ବାର ବାରଣ ସତ୍ୱେ ପୁଣି ଶ୍ରୀମନ୍ଦିରରୁ ମୋବଇଲ ଫୋନ୍ ଜବତ ହୋଇଛି । ପୁରୀ ଶ୍ରୀମନ୍ଦିର ଭିତରୁ ୭ଟି ମୋବାଇଲ ଜବତ କରିଛି ଶ୍ରୀମନ୍ଦର ପ୍ରଶାସନ । ଝାରଖଣ୍ଡ, ହରିୟାଣା, ପଶ୍ଚିମବଙ୍ଗ ପର୍ଯ୍ୟଟଙ୍କଠାରୁ ଏହି ମୋବାଇଲ ଜବତ ହୋଇଛି । ୭ ଜଣ ପର୍ଯ୍ୟଟକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।