କନକ ବ୍ୟୁରୋ: ବ୍ରହ୍ମପୁରରେ ବୋମାମାଡ଼ । ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ଆଜି ଭୋର ୫ଟା ସମୟରେ ୪ରୁ ୫ଜଣ ଦୁର୍ବୃତ ବୋମାମାଡ଼ କରିଥିବା ଜଣାପଡିଛି । ତେବେ ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –