ବିସ୍ମୟ ବାଳକ ବୁଦ୍ଧିଆ ସିଂଙ୍କ ହେଲା ବୟାନ ରେକର୍ଡ

31

କନକ ବ୍ୟୁରୋ : ବିସ୍ମୟ ବାଳକ ବୁଦ୍ଧିଆ ସିଂଙ୍କ ବୟାନ ରେକର୍ଡ । ମାଜିଷ୍ଟ୍ରେଟଙ୍କ ସାମ୍ନାରେ ୧୬୪ରେ ହେଲା ବୟାନ ରେକର୍ଡ ।