ଦାରିଦ୍ର୍ୟର କବଳରେ ଦୁଷ୍କର୍ମର ଶିକାର ନାବାଳିକାର ଭାଗ୍ୟ : ଉଦ୍ଧାରର ୬ ମାସ ପରେ ବି ମିଳିନି ସହାୟତା

27

ସୁନ୍ଦରଗଡ ବ୍ୟୁରୋ, କନକ ନ୍ୟୁଜ୍ : ପେଟ ପାଇଁ ନାଟରେ ହତାଶ୍ ହୋଇଛନ୍ତି ଦୁଷ୍କର୍ମର ଶୀକାର ନାବାଳିକା । ଗତ ବର୍ଷ ହରିଆଣାରୁ ଉଦ୍ଧାର ନାବାଳିକାକୁ ଜଣେ ଦଲାଲ ଦେହ ପିପାସୁଙ୍କ ହାତରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା । ସେ ସମୟରେ ଉଭୟ ହରିଆଣା ଓ ଓଡିଶା ସରକାର ସହାୟତା ଦେବାର ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ଏବେ ପାଣିର ଗାର । ଅସହାୟ ନାବାଳିକା ମୁଣ୍ଡରେ ଏବେ ପରିବାରର ବୋଝ । ଦେଖନ୍ତୁ ଏହି ରିପୋର୍ଟ :