ମୁଁ ଦାଦାଙ୍କ ପିଲାର ମା’ ହେବାକୁ ଯାଉଛି . . ତାଙ୍କ ପାଇଁ ଦୁନିଆ ବି ଛାଡିପାରେ ! ପଢନ୍ତୁ ଏକ ନିଷିଦ୍ଧ ସଂପର୍କର କାହାଣୀ

97

ନିଜ ଦାଦାଙ୍କ ପ୍ରେମରେ ପାଗଳ ଝିଆରୀ । ବାପା ସମାନ ଦାଦାକୁ ପାଇବା ପାଇଁ ଘରୁ ପଳାଇଲେ ନାବାଳିକା । ଉଭୟ ଘରୁ ପଳାଇଯାଇ ମନ୍ଦିରରେ ବିବାହ କରିଛନ୍ତି । ଘଟଣାଟି ଘଟିଛି ବିହାରର ବେଗୁସରାଇ ଜିଲ୍ଲାରେ ।

ସୂଚନା ଅନୁସାରେ, ନାବାଳିକା ଜଣକ ନିଜ ଦାଦା ପ୍ରହଲାଦଙ୍କୁ ପ୍ରେମ କରୁଥିଲେ । ପରେ ଉଭୟଙ୍କ ପ୍ରେମ ବଦଳି ଯାଇଥିଲା ଶାରୀରିକ ସଂପର୍କରେ । ତେବେ ପରିବାର ଲୋକ ଏହି ପାପ ସଂପର୍କରେ ବାଧା ଦେବାରୁ ଉଭୟ ଘର ଛାଡି ମନ୍ଦିରରେ ବିବାହ କରିଥିଲେ । ତେବେ ପରିବାରର ଅଭିଯୋଗ ପରେ ଉଭୟଙ୍କୁ ଗିରଫ କରିଥିଲା ପୁଲିସ୍ ।

ତେବେ ଧରାପଡିବା ପରେ ନାବାଳିକା ଜଣଙ୍କ ଯାହା କହିଥିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନାବାଳିକା ଜଣକ କହିଥିଲେ ମୁଁ ଦାଦାଙ୍କୁ ବହୁତ ଭଲ ପାଏ । ଆଉ ତାଙ୍କୁ ପାଇବା ପାଇଁ କିଛି ବି କରିପାରେ । ଏପରିକି କହିଥିଲେ ମୁଁ ତାଙ୍କ ପିଲାର ମା’ ହେବାକୁ ଯାଉଛି । ତେବେ ଏକଥା ଶୁଣିବା ପରେ ଘର ଲୋକ ଚିନ୍ତାରେ ଥିବା ବେଳେ ପୁଲିସ୍ ଝିଅର ଦାଦା ନାଁରେ ମାମଲା ରୁଜୁ କରିଛି ।

ଏହା ସହ ପଢନ୍ତୁ ପବିତ୍ର ସଂପର୍କରେ ପାପର ଛିଟା ! ପତ୍ନୀଙ୍କ ସାମ୍ନାରେ ଦେହଜୀବୀ ସହ ଶାରୀରିକ ସମ୍ବନ୍ଧ ରଖିଲେ ସ୍ୱାମୀ