କିଏ ହେବେ କ୍ୟାବିନେଟ୍ ମନ୍ତ୍ରୀ ? କିଏ ହେବେ ରାଷ୍ଟ୍ର ମନ୍ତ୍ରୀ

29

କନକ ବ୍ୟୁରୋ: ଶଶୀଭୂଷଣ ବେହେରା ହେବେ କ୍ୟାବିନେଟ୍ ମନ୍ତ୍ରୀ । ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ମହେଶ୍ୱର ମହାନ୍ତି, ପ୍ରଫୁଲ ସାମଲଙ୍କୁ ମିଳିବ କ୍ୟାବିନେଟ୍ ପାହ୍ୟା । ସେହିପରି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ମିଳିବ କ୍ୟାବିନେଟ୍ ପାହ୍ୟା । ରମେଶ ମାଝି ଓ ପ୍ରଫୁଲ ମଲ୍ଲୀକଙ୍କୁ ପଦୋନ୍ନତି । ରାଷ୍ଟ୍ର ମନ୍ତ୍ରୀ ପଦରୁ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି । ନୃସିଂହ ସାହୁ , ବିଜୟ ନାୟକ, ସୁଶାନ୍ତ ସିଂ ,ରବି ମହାପାତ୍ର ହେବେ ରାଷ୍ଟ୍ର ମନ୍ତ୍ରୀ । ଅନନ୍ତ ଦାସ,ଚନ୍ଦ୍ରସାରଥୀ ବେହେରାଙ୍କୁ ମିଳିବ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ।