ମାର୍ଚ୍ଚ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ! ନିୟୋଜିତ ହେବେ ୧୪ହଜାରରୁ ଅଧିକ ଶିକ୍ଷକ

34

କନକ ବ୍ୟୁରୋ : ମାର୍ଚ୍ଚ ୨୦ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ୬୦ଟି କେନ୍ଦ୍ରରେ ହେବ ଖାତା ଦେଖା । ୧୪ହଜାରରୁ ଅଧିକ ଶିକ୍ଷକ ଏହି ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହେବେ । ୧୦ ଦିନ ଭିତରେ ଖାତା ଦେଖା ସରିବ । ଏହି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି । ଫେବୃୟାରୀ ୨୬ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ମାର୍ଚ୍ଚ ୧୧ଯାଏ ଚାଲିବ ପରୀକ୍ଷା ।