ପୁରୁଷ ସିଙ୍ଗିଲ୍ସରେ ଫେଡରର-ନାଦାଲଙ୍କ ମଧ୍ୟରେ ରବିବାର ହେବ ଫାଇନାଲ୍ ଟକ୍କର

44

କନକ ବ୍ୟୁରୋ : ପୁରୁଷ ସିଙ୍ଗିଲ୍ସରେ ଫେଡରର-ନାଦାଲଙ୍କ ମଧ୍ୟରେ ହେବ ଫାଇନାଲ୍ ଟକ୍କର । ରବିବାର ଲଢିବେ ଏହି ଦୁଇ ପୁରୁଣା ପ୍ରତିଦ୍ୱନ୍ଦୀ । ସେମିରେ ଫେଡରର ନିଜ ଦେଶର ଷ୍ଟାନିସଲାସ୍ ୱାରିଙ୍କାଙ୍କୁ ହରାଇଥିବା ବେଳେ ନାଦାଲ୍ ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭଙ୍କୁ ମାତ୍ ଦେଇଥିଲେ । ଫେଡରର କ୍ୟାରିଅରର ୧୮ ତମ ଏବଂ ନାଦାଲ ୧୫ ତମ ଗ୍ରାଣ୍ଡସ୍ଲାମ୍ ପାଇଁ ଲଢିବେ ।