‘ମୋରା’ ମୁକାବିଲା ପାଇଁ ବସିଲା ପ୍ରସ୍ତୁତି ବୈଠକ ! ୪ଟି ଜିଲ୍ଲାରେ ସତର୍କ ସୂଚନା

20

କନକ ବ୍ୟୁରୋ : ‘ମୋରା’ ମୁକାବିଲା ନେଇ ବସିଛି ପ୍ରସ୍ତୁତି ବୈଠକ । ରାଜସ୍ୱ ମନ୍ତ୍ରୀ ଡାକିଥିବା ଏହି ଜରୁରୀ ବୈଠକରେ ମୋଆ ପାଇଁ ସତର୍କତା ଜାରି କରାଯାଇଛି । ବିଶେଷ କରି ମୟୁରଭଂଜ, ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ଏସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ।