ଔଷଧୀୟ ଗୁଣରେ ଭରପୁର ପଣସ ମଞ୍ଜି . . . . . .

291

କିଛି ଲୋକ ପଣସ ଖାଇବା ପାଇଁ ପସନ୍ଦ କରୁଥିବା ବଳେ କେହି କେହି ଏହାର ତୀବ୍ର ଗନ୍ଧ ଯୋଗୁଁ ପଣସ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ । ପଣସକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖିଆଯାଏ । ଅନେକ ଲୋକ ପଣସ ଖାଇଲା ପରେ ତାର ମଞ୍ଜି ଫୋଫାଡି ଦିଅନ୍ତି । କାରଣ ସେମାନେ ପଣସ ମଞ୍ଜିର ଔଷଧୀୟ ଗୁଣ ବିଷୟରେ ଜାଣି ନଥାନ୍ତି ।

ପଣସ ମଞ୍ଜିିରେ ଅଧିକ ପରିମାଣର କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏ, ବି ଓ ସି ରହିଛି । ଏହାସହ ପଣସ ମଞ୍ଜିକୁ ଗୁଣ୍ଡ ତ୍ୱଚା ପାଇଁ ବେଶ୍ ଲାଭଦାୟକ । ପଣସ ମଞ୍ଜି ଯକୃତକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ । ଏହା ମୁଣ୍ଡରେ ରକ୍ତ ସଞ୍ଚାଳନ ବଢ଼ାଇବା ସହିତ ବ୍ଲଡ୍ ସୁଗାର ଲେବଲକୁ ମଧ୍ୟ ନିୟନ୍ତ୍ରିତ କରେ ।