ସବୁ ମେଡିକାଲ ପାଠ୍ୟକ୍ରମ ପାଇଁ ହେବ କମନ୍ ଏଂଟ୍ରାନ୍ସ

30

ଏମସିଆଇ ରିଭ୍ୟୁ ପିଟିସନ ଉପରେ ସୁପ୍ରିମକୋର୍ଟଙ୍କ ରାୟ । ସବୁ ମେଡିକାଲ ପାଇଁ ହେବ କମନ ଏଂଟ୍ରାନ୍ସ । ଏମବିବିଏସ୍, ବିଡିଏସ୍ ,ଏବଂ ପିଜି ପାଇଁ ହେବ ଏନଇଇଟି । ୨୦୧୩ରେ କମନ ଏଂଟ୍ରାନ୍ସକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ । ଏହାପରେ ରିଭୁ୍ୟ ପିଟିସନ ଦାଖଲ କରିଥିଲା ଏମସିଆଇ । ତେବେ ଏହି ମାମଲାର ଶୁଣାଣି ନହେବା ଯାଏଁ , କମନ ଏଂଟ୍ରାନ୍ସ କରାଇବା ପାଇଁ ଏମସିଆଇକୁ ଅନୁମତି ଦେଇଛନ୍ତିି ସୁପ୍ରିମକୋର୍ଟ ।