ୟୁପିରେ ଆନ୍ଦୋଳନରୁ ହଟିଲେ ମାଂସଦୋକାନୀ ! ଯୋଗୀ କହିଲେ ଜାତି, ଧର୍ମ ଆଧାରରେ ହେବନି କାର୍ଯ୍ୟାନୁଷ୍ଠାନ

3

କନକ ବ୍ୟୁରୋ : ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ମାଂସଦୋକାନୀ । ମାଂସ ବ୍ୟବସାୟୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଥିଲେ ।

ସରକାର ସବୁ ବର୍ଗଙ୍କୁ ନଜରରେ ରଖି କାମ କରୁଛନ୍ତି । ଏବଂ ଜାତି, ଧର୍ମ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବନି ବୋଲି ଏହି ବୈଠକରେ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବେଆଇନ କଂସେଇଖାନା ଉପରେ କଟକଣା ଜାରି ରହିବ ବୋଲି ଜଣାପଡିଛି ।

Comments are closed.