ମେୟର ବିବାଦରେ ନୂଆ ମୋଡ୍ : ବିବାଦୀୟ ଝିଅଙ୍କ ପରେ କ୍ୟାମେରା ଆଗରେ ମୁହଁ ଖୋଲିଲେ ମା’

54

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିବାଦ, ବିତର୍କ, ଆନ୍ଦୋଳନ ଆଉ ରାଜନୀତି । ବିବାଦୀୟ ଯୁବତୀଙ୍କ ପରେ କ୍ୟାମେରା ଆଗରେ ମୁହଁ ଖୋଲିଛନ୍ତି ବିବାଦୀୟ ମହିଳା । ଚର୍ଚ୍ଚା ହେଉଥିବା ଭିଡିଓରେ ସେ ନ’ଥିବା ସ୍ପଷ୍ଟ କରିଥିବା ବେଳେ ତାଙ୍କୁ ବଦନାମ କରିବାକୁ ଉଦ୍ୟମ ହେଉଥିବା କହିଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :