ସରୁନି ମେୟର ମହାଭାରତ : ଡିଜିପି ଅଫିସ ଘେରିଲା ବିଜେପି

0

କନକ ବ୍ୟୁରୋ : ଜୋର ଧରୁଛି ମେୟରଙ୍କ ଇସ୍ତଫା ଦାବି । ଗତକାଲି ବନ୍ଦ ପାଳନ ବେଳେ ବିଜେଡି ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ କରି ଆଜି ଡିଜି ଅଫିସ ଘେରିଛି ବିଜେପି । ମେୟର ଇସ୍ତଫା ସହ ବିଜେଡି କର୍ମୀଙ୍କ ଗିରଫ ଦାବି ହୋଇଛି । ଘେରାଉ ବେଳେ ପୋଲିସ-ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ସେପଟେ ରାଜଧାନୀରେ ବିକ୍ଷୋଭ କରିଛନ୍ତି କଂଗ୍ରେସ ଓ ଆମ ଆଦମୀ ପାର୍ଟି ।

ଏହାସହ ଦେଖନ୍ତୁ ଏହି ଭିଡିଓ –

Comments are closed.