ମୃତ୍ୟୁ ପରେ ବନ୍ଦ ‘ମୌତ୍ କା କୁଆଁ’! ଜୟପୁର ଗୁଡିଆ ସର୍କସ ମାଲିକଙ୍କ ନାଁରେ ଏତଲା

64

କନକ ବ୍ୟୁରୋ : ଜୟପୁର ଗୁଡିଆ ସର୍କସରେ ରାମ ଦୋଳି ଓ ମୋତ କା କୁଆଁ ଖେଳକୁ ବନ୍ଦ କରାଯାଇଛି । ଷ୍ଟଂଟ ମ୍ୟାନ ଜୀତୁ ସିଂର ମୃତ୍ୟୁ ପରେ ପ୍ରଶାସନ ତତ୍ପର ହୋଇପଡିଛି । ମାଲିକ ନାଁରେ କେଶ ରୁଜୁ କରାଯିବା ସହ ଖୋଳତାଡ ଆରମ୍ଭ କରିଛି ପୁଲିସ ।