ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଂଟାରୀ ରେଜଲ୍ଟ

20

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ଫଳ । ମୋଟ ୪ ହଜାର ୯ ଶହ ୧୮ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ପାସ ହାର ରହିଛି ୪୫.୫୮ ପ୍ରତିଶତ । ସପ୍ଲିମେଂଟାରୀ ପରୀକ୍ଷା ଦେଇଥିଲେ ୧୦ ହଜାର ୭୯୧ ଜଣ ଛାତ୍ରଛାତ୍ରୀ । ସେହିପରି ଏସଆଇଓଏସ ପରୀକ୍ଷା ଫଳ ପ୍ରକାଶ ପାଇଛି । ୨ ହଜାର ୬ଶହ ୬୯ ପିଲା ପରୀକ୍ଷା ଦେଇଥିଲେ । ପାସ କରିଛନ୍ତି ୧୨ ଶହ ୪ ଜଣ । ପାସ ହାର ରହିଛି ୪୫.୧୧ ପ୍ରତିଶତ ।