ଫେବୃଆରୀ ୨୮ରୁ ମାଟ୍ରିକ ପରୀକ୍ଷା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

0

କନକ ବ୍ୟୁରୋ : ଫେବୃଆରୀ ୨୮ରୁ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୦ରେ ଶେଷ ହେବ ପରୀକ୍ଷା । ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ ସୂଚନା । ଚଳିତ ବର୍ଷ ପରୀକ୍ଷା ଦେବେ ୬ ଲକ୍ଷ ଛାତ୍ରଛାତ୍ରୀ ।

ଦେଖନ୍ତୁ ଏହି ଭିଡିଓ –

Comments are closed.