ଭୁବନେଶ୍ୱର: ପଟିଆ ନେକ୍ସା ସୋରୁମରେ ମାରୁତିର ନୂଆ କାର ଇଗନିସର ପ୍ରମୋସନ

56

କନକ ବ୍ୟୁରୋ : ଭୁବନେଶ୍ୱରର ପଟିଆ ନେକ୍ସା ସୋରୁମରେ ମାରୁତିର ନୂଆ କାର ଇଗନିସର ପ୍ରମୋସନ କରାଯାଇଛି । ଏହି ଅବସରରେ ନେକ୍ସା ସାଇବର ସିଟିର ପରିଚାଳନା ନିର୍ଦ୍ଦେଶକ ଦେବଜ୍ୟୋତି ପଟ୍ଟନାୟକଙ୍କ ସମେତ ମାରୁତି ସୁଜୁକି ଇଷ୍ଟ ଜୋନର କମର୍ସିଆଲ ବିଜନେସ ହେଡ ଗୌରଭ ମହାଜନ ଯୋଗଦେଇ ଏହି ପ୍ରମୋସନର ଉଦଘାଟନ କରିଥିଲେ । ଇଗନିସର ମାର୍କେଟ ଚାହିଦା ରହିଥିବାରୁ ପ୍ରଥମ ଦିନରେ ୯୦ଟି ଆଡଭାନ୍ସ ବୁକିଙ୍ଗ ହୋଇଥିବା କୁହାଯାଇଛି ।

ଦେଖନ୍ତୁ ଏହି ଭିଡିଓ :