ବଲାଙ୍ଗୀର ପାଟଣାଗଡରେ ମାଓ ପୋଷ୍ଟର! ଲୋୟର ସୁକତେଲ ପ୍ରକଳ୍ପକୁ ବିରୋଧ

22

କନକ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡରେ ମାଓ ପୋଷ୍ଟର । ଲୋୟର ସୁକତେଲ ପ୍ରକଳ୍ପକୁ ବିରୋଧ କରି ମାଗୁରବେଢ଼ରେ ଲାଗିଛି ମାଓ ପୋଷ୍ଟା । ପ୍ରକଳ୍ପକୁ ସମର୍ଥନ କରୁଥିବା ବ୍ୟକ୍ତିର ବିଚାର ପ୍ରଜାକୋର୍ଟରେ କରାଯିବ । ଏବଂ ସେମାନଙ୍କୁ ଦଣ୍ଡ ମିଳିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –