କନକ ବ୍ୟୁରୋ : ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଏସପିଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ । ମାଓବାଦୀ ଜଣକ ୨୦୦୪ରୁ କାଲିମେଳା ଦଳମରେ ସକ୍ରୀୟ ଭୂମିକା ନେଇଥିବା ୱାଗା କସ୍ୱାସୀ ଓରଫ ରାଜୁ ବୋଲି ପୁଲିସ ସୂଚନା ଦେଇଛି । ୱାଗା କସ୍ୱାସୀ ଓରଫ ରାଜୁ ପଛରେ ୧ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରାଯାଇଥିଲା  ।