ମାତିଲେ ମାଓବାଦୀ : ସୁପରଭାଇଜରଙ୍କୁ ଗଳା କାଟି ହତ୍ୟା, ଜାଳିଦେଲେ ୫ଟି ଜେସିବି

21

ଜୟପୁର : ଜୟପୁରରେ ମାଓ ତାଣ୍ଡବ, ଭିତରକୋଟାରେ ଗଳା କାଟି ଜଣକୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଜୟରାମ ଖିଲ । ଏହା ସହ ରାସ୍ତା କାମରେ ନିୟୋଜିତ ଥିବା ୫ଟି ଗାଡିରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ । ରାସ୍ତା କାମକୁ ବିରୋଧରେ ୧୦ ଜଣ କମ୍ପାନୀ କର୍ମଚାରୀଙ୍କୁ ମଧ୍ୟ ଅପହରଣ କରିଥିଲେ । କିନ୍ତୁ ପରେ ୧୦ ଜଣଙ୍କୁ ଛାଡିଦେଇଥିବା ସୂଚନା ମିଳିଛି ।