କୁଖ୍ୟାତ ମାଓନେତା ରମନ୍ନା ଓ ପତ୍ନୀ ପଦ୍ମା ଗିରଫ ! ମହାରାଷ୍ଟ୍ରର ଗଡଚିରୋଲିରୁ ଗିରଫ କରିଛି ପୁଲିସ୍

30

କନକ ବ୍ୟୁରୋ : କୁଖ୍ୟାତ ମାଓନେତା ରମନ୍ନା ଓ ପତ୍ନୀ ପଦ୍ମା ଗିରଫ । ମହାରାଷ୍ଟ୍ର ଗଡଚିରୋଲିରୁ ଗିରଫ କରିଛି ପୁଲିସ୍ । ରମନ୍ନାଙ୍କ ନାଁରେ ରହିଛି ୪୦ ଲକ୍ଷ ଟଙ୍କାର ପୁରସ୍କାର । ମାଓ ସଂଗଠନର ବୈଷୟିକ ମୁଖ୍ୟ ଥିଲେ ରମନ୍ନା । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖ୍ୟ ଥିଲେ ରମନ୍ନା । ମାଲକାନଗିରି ସୀମାବର୍ତୀ ଅଂଚଳରେ ରମନ୍ନା ସକ୍ରିୟ ଥିଲେ । ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପ ସହିତ ସଂଶ୍ଳୀଷ୍ଟ ଥିଲେ । ୪୦ ବର୍ଷ ଧରି ମାଓ ସଂଗଠନ ସହ ଥିେ ଜଡିତ ।