ଛତିଶଗଡରେ ପୁଲିସ ଏନକାଉଂଟର : ଏନକାଉଂଟରରେ ୩ ମାଓବାଦୀ ମୃତ

41

ଛତିଶଗଡ : ଛତିଶଗଡରେ ପୁଲିସ ଏନକାଉଂଟର । ଏନକାଉଂଟରରେ ୩ ମାଓବାଦୀ ମୃତ । ଦାନ୍ତେୱାଡାର ବାଚ୍ଚେଗଟ ନିକଟର ହୋଇଛି ଏନକାଉଂଟର । ମୃତକ ୩ ମାଓବାଦୀ ମଧ୍ୟରେ ଜଣେ ମହିଳା । ୩ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ । ଏନକାଉଂଟର ନେଇ ଛତିଶଗଡ ପୁଲିସର ସୂଚନା ।