ମାଲାକାନଗିରି ଚିତ୍ରକୋଣ୍ଡାରେ ମାଓ ପୋଷ୍ଟର: ପ୍ରାର୍ଥୀ ହେଲେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡର ଧମକ

17

କନକ ବ୍ୟୁରୋ : ମାଲକାନଗିରିରେ ମାଓ ପୋଷ୍ଟର । ମାଲକାନଗିରି ଚିତ୍ରକୋଣ୍ଡାରେ ଭୋଟ୍ ବର୍ଜନ କରିବା ଆହ୍ୱାନ ଦେଇଥିବା ମାଓ ପୋଷ୍ଟର ଦେଖିବାକୁ ମିଳିଛି । ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଲେ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ମିଳିବ ପୋଷ୍ଟରରେ ଉଲ୍ଲେଖ ରହିଛି । ଏପରିକି ଭୋଟ୍ ଦେଲେ ଆଙ୍ଗୁଠି କାଟି ଦିଆଯିବ ବୋଲି ମାଓବାଦୀ ମାନେ ଧମକ ଦେଇଛନ୍ତି । ମାଲକାନଗିରି ଜିଲ୍ଲା କମିଟି ପକ୍ଷରୁ ଚିତ୍ରକୋଣ୍ଡା ଡାଲଖାଇ ନିକଟରେ ବ୍ୟାନର ଓ ପୋଷ୍ଟର ଦେଖିବାକୁ ମିଳିଛି  ।

ଦେଖନ୍ତୁ ଏହି ଭିଡିଓ :