ଟିଟିଲାଗଡ ମୁରିବାହାଲ ଗାଁରେ ମାଓ ପୋଷ୍ଟର

29

ଟିଟିଲାଗଡ : ଟିଟିଲାଗଡ ମୁରିବାହାଲ ଗାଁରେ ମାଓ ପୋଷ୍ଟର । ପୋଷ୍ଟରରେ ଚଳିତ ବର୍ଷ କୃଷି ଋଣ ଛାଡ କରିବାକୁ ଦାବି କରିଛନ୍ତି ଲାଲବାହିନୀ । ଏହା ସହ ଆଦିବାସୀ ଅଂଚଳରେ ଚେକ୍ ଡ୍ୟାମ୍, କେନାଲ ଓ ପୋଖରୀ ଖୋଳି ଚାଷ ଜମିକୁ ଜଳସେଚିତ କରିବା ପାଇଁ ଦାବି ଜଣାଇଛନ୍ତି ମାଓବାଦୀ । ସମସ୍ତ ଦଳିତ ଓ ଆଦିବାସୀ ପରିବାରକୁ ରାସନକାର୍ଡ ଯୋଗାଇଦେବାକୁ  ଦାବି କରିଛି ମାଓ ଡିଭିଜନ ।