ଜୟପୁର : ନାରୟଣ ପାଟଣା ବ୍ଲକରୁ ମାଓପୋଷ୍ଟର ଜବତ

14

କନକ ବ୍ୟୁରୋ : ଜୟପୁର ନାରୟଣ ପାଟଣା ବ୍ଲକରୁ ମାଓପୋଷ୍ଟର ଜବତ । ବାଲିପଟା ଓ ତେନ୍ତୁଳିପଦରରୁ ଏହି ପୋଷ୍ଟର ମିଳିଛି । ପଂଚାୟତ ନିର୍ବାଚନ ବର୍ଜନ ପାଇଁ ପୋଷ୍ଟରରେ ଧମକ ଦେଇଛନ୍ତି । ଭୋଟଦେଲେ ପ୍ରଜାକୋର୍ଟରେ ଦଣ୍ଡଦେବାକୁ ମାଓବାଦୀ ଚେତାବନୀ ଦେଇଛନ୍ତି ।