ପୁଣି ମାତିଲେ ମାଓବାଦୀ ! ରାୟଗଡାର ସଲପଝୁଲା ଗାଁରେ ଜଣଙ୍କୁ ଗଳାକାଟି ହତ୍ୟା

3

କନକ ବ୍ୟୁରୋ : ପୁଣି ମାତିଲେ ମାଓବାଦୀ । ରାୟଗଡା ନିୟମଗିରିରେ ଥିବା ସଲପଝୁଲା ଗାଁରେ ମାଓବାଦୀ ଜଣଙ୍କୁ ହତ୍ୟା କରିଛନ୍ତି । ମାଳି ପୁସିକାଙ୍କ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ ।

ତେବେ ଗତ ୨ ଦିନ ତଳେ ମାଓବାଦୀ ୨ ଜଣଙ୍କୁ ଅପହରଣ କରିନେଇଥିଲେ । ତେବେ ମାଣ୍ଡ୍ରୁ ପୁସିକାଙ୍କୁ ଛାଡିଦେଇଥିବାବେଳେ ମାଳି ପୁସିକାଙ୍କୁ ଆଜି ହତ୍ୟା କରିଥିବା ନେଇ ସୂଚନା ରହିଛି ।

Comments are closed.