ଏନକାଉଂଟର ନୁହେଁ ହତ୍ୟା ! ପ୍ରେସ୍ ବିଜ୍ଞପ୍ତି ଜରିଆରେ ଅଭିଯୋଗ ଆଣିଲା ମାଓ ସଂଗଠନ

25

କନକ ବ୍ୟୁରୋ : ଏନକାଉଂଟର ନୁହେଁ ହତ୍ୟାକାଣ୍ଡ । ଏଭଳି ଅଭିଯୋଗ ଆଣିଛି ମାଓ ସଂଗଠନ । ଏନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛି ମାଓ ସଂଗଠନ । ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କପାତୁଟି ଜଙ୍ଗଲରେ ଏନକାଉଂଟର କରିଥିଲେ ଡିଭିଏଫ ଯବାନ । ଏହି ଏନକାଉଂଟରରେ ଜଣେ ମାଓ କମାଣ୍ଡର ନିହତ ହୋଇଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା ।