ପୁଣି ମାଓବାଦୀ–ବିଏସଏଫ ମୁହାଁମୁହିଁ ! ଛତିଶଗଡ କାଙ୍କେର ଜିଲ୍ଲା କୋରେନାର ଜଙ୍ଗଲରେ ଗୁଳି ବିନିମୟ ଜାରି

19

କନକ ବ୍ୟୁରୋ: ପୁଣି ମାଓବାଦୀ–ବିଏସଏଫ ମୁହାଁମୁହିଁ । ଛତିଶଗଡ କାଙ୍କେର ଜିଲ୍ଲା କୋରେନାର ଜଙ୍ଗଲରେ ବିଏସଏଫ ଓ ମାଓବଦୀଙ୍କ ଗୁଳି ବିନିମୟ ଜାରି ରହିଛି । ମାଓବାଦୀଙ୍କ ଗୁଳିରେ ୨ ବିଏସଏଫ ଯବାନ ଗୁରୁତର ଆହତ ହୋଇଛନ୍ତି । ୨ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାତରିତ କରାଯାଇଛି । ଯବାନଙ୍କ ଗୁଳିରେ କେତେକ ମାଓବାଦୀ ମରିଥିବା ସୂଚନା ମିଳିଛି ।