କନକ ବ୍ୟୁରୋ : ମାତିଲେ ମାଓବାଦୀ । ମାଲକାନଗିରି ସୀମାରେ ମାଓବାଦୀ ମାନେ ଲଙ୍କାକାଣ୍ଡ କରିଛନ୍ତି । ଦାନ୍ତେୱାଡାରେ ଗୋଟିଏ ଯାତ୍ରୀବାହୀ ବସ ପୋଡିଦେଇଛନ୍ତି ମାଓବାଦୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସଟି ସଂପୂର୍ଣ୍ଣ ପୋଡିହୋଇଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୁକମା ପାଲେମରେ ମଧ୍ୟ ୨ଟି ଟ୍ରକକୁ ଜାଳିଦେଇଛନ୍ତି ମାଓବାଦୀ । ଦୁର୍ନାପାଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇ ମାଓବାଦୀମାନେ ଏସଆର କମ୍ପାନୀର ପାଇପ ଲାଇନ ଉଡାଇଦେଇଛନ୍ତି । ମାଓବାଦୀମାନେ ଆଜି ଦିନିକିଆ ଭାରତ ବନ୍ଦ ଡାକରା ଦେଇଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-