ମୁଁହ ଖୋଲିଲେ ମନୋଜ : ଦୁଇଦିନର ଜେରାରେ ପୁଲିସ୍ ହାତରେ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

22

କନକ ବ୍ୟୁରୋ : ଶେଷ ହେଲା ସମ୍ ମାଲିକ ମନୋଜ ନାୟକଙ୍କ ରିମାଣ୍ଡ ଅବଧି । ଆସନ୍ତାକାଲି ମନୋଜଙ୍କୁ କୋର୍ଟରେ ହାଜର କରିବ କମିଶନରେଟ୍ ପୁଲିସ୍ । ତେବେ ଦୁଇଦିନର ଜେରା ବେଳେ ପୁଲିସ୍ ହାତରେ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ଯାହାକୁ ଆଧାର କରି ପୁଲିସ୍ ତଦନ୍ତକୁ ଜୋରଦାର କରିଛି । ଏହାସହ ହସପିଟାଲର କିଛି ବରିଷ୍ଠ ଅଧିକାରୀ ଓ ଅନୁଷ୍ଠାନର ଟ୍ରଷ୍ଟିଙ୍କୁ ଡାକି ପଚରାଉଚୁରା ମଧ୍ୟ କରିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –