ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରରେ ପହଂଚିଲେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗ ପହଂଚିଛନ୍ତି ମନ୍ତ୍ରୀ । ଏନେଇ ଏୟାର ପୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଟକରେ ଥିବା ବିଜେପିର ବିକାଶ ଉତ୍ସବରେ ଯୋଗ ଦେବେ ମନ୍ତ୍ରୀ ମନୋହର ପାରିକର ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ କଟକରେ ବିଜେପିର ବିକାଶ ଉତ୍ସବ : ସାମିଲ ହେବେ କେନ୍ଦ୍ର ମନ୍ତ୍ରୀ ମନୋହର ପାରିକର