ମଇଁଷି ଚୋରି ପାଇଁ ବନ୍ଧା ପଡିଛି ଜୀବନ ! ବୈପାରୀଗୁଡାରେ ୧୧ ଦିନ ହେବ ୨ ଜଣଙ୍କୁ ତାଲା ପକାଇ ରଖିଛନ୍ତି ଗାଁଲୋକେ

24

କନକ ବ୍ୟୁରୋ: ମଇଁଷି ଚୋରି ପାଇଁ ବନ୍ଧାପଡିଛି ଜୀବନ । ଜୟପୁର ବୈପାରୀଗୁଡା ଦଣ୍ଡାବାଡି ପଂଚାୟତର ବିରିଗୁଡା ଗାଁରୁ ଆସିଛି ଏଭଳି ଅଭିଯୋଗ । ମଇଁଷି ଚୋରି ଅଭିଯୋଗରେ ୧୧ ଦିନ ହେବ ୨ ଜଣଙ୍କୁ ତାଲା ପକାଇ ରଖିଛନ୍ତି ଗ୍ରାମବାସୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –