ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ! ଟଙ୍କା ପାଇଁ ଶିଳରେ ଛେଚି ମାକୁ ହତ୍ୟା କଲା ପୁଅ

19

କନକ ବ୍ୟୁରୋ : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଶିଳୁପିଆରେ ମାଙ୍କୁ ଛେଚି ହତ୍ୟା କଲା ପୁଅ । ଭରତୁପର ଅଂଚଳରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଗୀତା ମହାରଣା । ଅଭିଯୁକ୍ତ ପୁଅକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ଟଙ୍କା ନଦେବାରୁ ମା’କୁ ପୁଅ ହତ୍ୟା କରିଥିବା ଜଣାପଡିଛି । ତେବେ ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-