କୋକେଇ ସାଜିଲା ସ୍ୱାମୀର କାନ୍ଧ ! କଳାହାଣ୍ଡିର କରୁଣ ଦୃଶ୍ୟକୁ ନେଇ ଦୋହଲିଗଲା ଦେଶ

47

କନକ ବ୍ୟୁରୋ : ଭାରତ ପାଇଁ ଫ୍ରାନ୍ସର କଂପାନୀ ନିର୍ମାଣ କରୁଥିବା ବୁଡା ଜାହାଜର ତଥ୍ୟ ଲିକ୍। ସୋରଗେସିକୁ ନେଇ କ୍ୟାବିନେଟର ନିଷ୍ପତି । ଭୂକମ୍ପରେ ଦେଶ ଦେହଲିବା । ଏମିତି ଅନେକ ଜାତୀୟସ୍ତରର ଗୁରୁତ୍ୱପୂର୍ଣ୍ଣ ଖବରକୁ ପଛରେ ପକାଇ ଦେଇଥିଲା ଓଡିଶା ଭଳି ଛୋଟିଆ ରାଜ୍ୟର ଛୋଟିଆ ଅଂଚଳର ଛୋଟିଆ ମଣିଷଟିଏ। କାରଣ ଟେଳିଭିଜନ୍ ଚ୍ୟାନେଲକୁ ଆସି ଯାଇଥିଲା , ମାନବିକତା ମୃତ୍ୟୁ ହେବାର ଖବର। କଳାହାଣ୍ଡି ଜିଲ୍ଲାର ଧନୁ ମାଝୀ କେବଳ ଟିଭିର ହେଡଲାଇନ୍ସ ନଥିଲା ବରଂ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ସୋସିଆଲ୍ ମିଡିଆରେ ବି ଧନୁ ମାଝୀକୁ ନେଇ ଚର୍ଚ୍ଚା ଚାଲିଛି । ଦେଖନ୍ତୁ ପୂରା କାହାଣୀ ।