ଓଡି଼ଶାରେ ଦିଦି । ଭୁବନେଶ୍ୱରରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ବିମାନବନ୍ଦରରୁ ସିଧା ପୁରୀ ଗଲେ ମମତା ।

893

କନକ ବ୍ୟୁରୋ : ଓଡି଼ଶାରେ ଦିଦି । ଭୁବନେଶ୍ୱରରେ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ସମୟ ତଳେ ଭୁବନେଶ୍ୱରରେ ପହଁଚିଛନ୍ତି । ବିମାନ ବନ୍ଦରରୁ ସିଧାସଳଖ ସେ ପୁରୀ ଯାଇଛନ୍ତି । ପୁରୀରେ ମମତାଙ୍କ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ମମତା ବାନାର୍ଜୀ । ସେଠାରେ ସେ ସିଧାସଳଖ ପୁରୀ ଯାଇଥିବା ସୂଚନା ମିଳିଛି ।