ମାଲକାନଗିରି ସୀମାରେ ମାଓବାଦୀଙ୍କ ମାଓ କ୍ୟାମ୍ପ ଠାବ

3

ମାଲକାନଗିରି : ମାଲକାନଗିରି ସୀମାରେ ମାଓବାଦୀଙ୍କ ମାଓ କ୍ୟାମ୍ପ ଠାବ ହୋଇଛି । ଛତିଶଗଡ ଚାନ୍ଦାମେଟା ଜଂଗଲରୁ ଏହି ମାଓ କ୍ୟାମ୍ପ ଠାବ ହୋଇଛି । କ୍ୟାମ୍ପରୁ ୧୦ଟି ଇଭିଏମ୍ ମେସିନ ଜବତ ହୋଇଛି । ଏହି ଇଭିଏମ୍ ମେସିନ ଗୁଡିକ ମାଓବାଦୀମାନେ ଗତ ନିର୍ବାଚନ ସମୟରେ ମାଲକାନଗିରିରୁ ଲୁଟିଥିଲେ । ଛତିଶଗଡର ବସ୍ତର ପୁଲିସ କମ୍ବିଂ ବେଳେ ଏହା ଠାବ ହୋଇଛି ।

Comments are closed.