ମାଲକାନଗିରି ବିଚ୍ଛିନ୍ନାଂଚଳରେ ସ୍ଥିତି ପରିଖିଲା କନକ ନ୍ୟୁଜ : ଗୁରୁପ୍ରିୟା ଘାଟର ରିୟଲିଟି ଚେକ୍

28

ମାଲକାନଗିରି : ହୀରାକୁଦରେ ବୋଟ ଦୁର୍ଘଟଣା ପରେ ସମସ୍ତ ଯାତ୍ରୀବାହୀ ଡଙ୍ଗାରେ ଲାଇଫ ଜ୍ୟାକେଟ, ଫିଟନେସ୍ ଓ ଇନ୍ସୁରାନ୍ସ ବାଧ୍ୟତାମୂଳକ ବୋଲି ସରକାର ନିର୍ଦେଶ ଦେଇଥିଲେ । କିନ୍ତୁ ମାଲକାନଗିରି ଗୁରୁପ୍ରିୟା ଘାଟରେ ଏହି ସବୁ ନିର୍ଦେଶକୁ ଅବମାନନା କରାଯାଉଛି । କନକ ନ୍ୟୁଜର ଗ୍ରାଉଣ୍ଡ ଜିରୋ ରିପୋର୍ଟ ଦେଖନ୍ତୁ ଏହି ଭିଡିଓରେ :