ଭିଜିଲାନ୍ସ ଜାଲରେ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ୍ନ ବିଭାଗର ନିର୍ବାହୀ ଯନ୍ତ୍ରୀ

35

ମାଲକାନଗିରି : ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ମାଲକାନିଗିରି ଗ୍ରାମ୍ୟ ଉନ୍ନୟନ୍ନ ବିଭାଗର ନିର୍ବାହୀ ଯନ୍ତ୍ରୀ ରମେଶ କୁମାର ଜାଲିଙ୍କ ଗାଡିରୁ ସାଢେ ୭ ଳକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି । ଟଙ୍କା ନେଇ ଯାଉଥିବା ତାଙ୍କୁ ଧରିଛି ଭିଜିଲାନ୍ସ । ଜୟପୁର ଭିଜିଲାନ୍ସ ଅଫିସରେ ରମେଶ ଜାଲି ଓ ତାଙ୍କ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।