ରିଲିଜ ହୋଇଛି ଟାଇଗର ଶ୍ରଫ ସିନେମା ‘ମୁନ୍ନା ମାଇକଲ’ର ପ୍ରଥମ ଗୀତ ‘ମେ ହୁଁ’

132

ଟାଇଗର ଶ୍ରଫଙ୍କ ଆଗାମୀ ସିନେମା ‘ମୁନ୍ନା ମାଇକଲ’ର ପ୍ରଥମ ଗୀତ ‘ମେ ହୁଁ’ ରିଲିଜ ହୋଇ ସାରିଛି  । ଗୀତରେ ଟାଇଗରଙ୍କ ଡ଼୍ୟାନ୍ସକୁ ଦେଖି ତାଙ୍କ ପ୍ରଶଂସକ ଦିବାନା ହୋଇଯାଇଛନ୍ତି । ଶୁଣିବାକୁ ମିଳିଛି କି ଏହି ଗୀତର ସୁଟିଂ କରିବା ପାଇଁ ସିନେନିର୍ମାତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି ।