କଟକରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ

46

କନକ ବ୍ୟୁରୋ : ଆଜି ସାରା ଦେଶରେ ଇସଲାମ ଧର୍ମାବଲମ୍ବୀମାନେ ପାଳନ କରୁଛନ୍ତି ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ । ଏହି ଅବସରରେ କଟକରେ ମୁସଲମାନ ସଂପ୍ରଦାୟର ଲୋକମାନେ ସମୂହ ନମାଜ ପାଠ କରିବା ସହ ତାଜିଆ ଶୋଭାଯାତ୍ରା କରିଛନ୍ତି ।