ସମାଗୋଳ ଜେଲ ଗଲେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର

57

କୁଜଙ୍ଗ : ପୁଣି ସମାଗୋଳ ଜେଲ ଗଲେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର । ସିୱେଜ ସିପିଂ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ରିମାଣ୍ଡରେ ଥିଲେ ମହିମା ମିଶ୍ର, ତାଙ୍କ ରିମାଣ୍ଡ ସରିବା ପରେ ଆଜି ତାଙ୍କୁ କୁଜଙ୍ଗ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ହେବା ପରେ ତାଙ୍କୁ ପୁଣି ଥରେ ଜେଲକୁ ପଠାଇ ଦିଆଯାଇଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :